or_tn/mat/15/24.md

8 lines
914 B
Markdown
Raw Permalink Normal View History

2020-11-19 00:15:53 +00:00
# I was not sent to anyone
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ଅନ୍ୟ କାହା ନିକଟକୁ ପ୍ରେରିତ କରି ନାହାନ୍ତି” (ଦେଖ: [[rc://*/ta/man/translate/figs-activepassive]])
# to the lost sheep of the house of Israel
ଏହା ମେଷମାନଙ୍କ ସହିତ ସମଗ୍ର ଇସ୍ରାଏଲ ଜାତି ନିମନ୍ତେ ତୁଳନାତ୍ମକ ରୁପକ ଅଟେ ଯେଉଁମାନେ ମେଷପାଳକଙ୍କଠାରୁ ଦୁରକୁ ଯାଇଛନ୍ତି I ଦେଖ ତୁମେ ଏହାକୁ [ମାଥିଉ ୧୦:୬](../10/06.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: [[rc://*/ta/man/translate/figs-metaphor]])