16 lines
1.0 KiB
Markdown
16 lines
1.0 KiB
Markdown
# General Information:
|
|
|
|
୮ ଓ ୯ ପଦରେ, ଯୀଶୁ ଯିଶାଇୟ ଭାବବାଦୀଙ୍କର ଭାବାବାଣୀ ଉଦ୍ଧୃତ କରି ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଚେତବନୀ ଦେଉଛନ୍ତି I
|
|
|
|
# Connecting Statement:
|
|
|
|
ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଯୀଶୁ ତାହାଙ୍କ ଉତ୍ତର ଦେବା ସମାପ୍ତ କରନ୍ତି
|
|
|
|
# Well did Isaiah prophesy about you
|
|
|
|
ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୁପେ ଏହି ଭାବବାଣୀ କହିଛନ୍ତି
|
|
|
|
# when he said
|
|
|
|
ଏହା ବୁଝାଏ ଯେ ଈଶ୍ବର ଯାହା ଯିଶାଇୟଙ୍କୁ କହିଲେ ତାହା କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ଯେତେବେଳେ ଈଶ୍ବର ଯାହା କହିଲେ ସେ କହିଲେ” (ଦେଖ: [[rc://*/ta/man/translate/figs-explicit]])
|