1.0 KiB
1.0 KiB
General Information:
୮ ଓ ୯ ପଦରେ, ଯୀଶୁ ଯିଶାଇୟ ଭାବବାଦୀଙ୍କର ଭାବାବାଣୀ ଉଦ୍ଧୃତ କରି ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଚେତବନୀ ଦେଉଛନ୍ତି I
Connecting Statement:
ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଯୀଶୁ ତାହାଙ୍କ ଉତ୍ତର ଦେବା ସମାପ୍ତ କରନ୍ତି
Well did Isaiah prophesy about you
ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୁପେ ଏହି ଭାବବାଣୀ କହିଛନ୍ତି
when he said
ଏହା ବୁଝାଏ ଯେ ଈଶ୍ବର ଯାହା ଯିଶାଇୟଙ୍କୁ କହିଲେ ତାହା କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ଯେତେବେଳେ ଈଶ୍ବର ଯାହା କହିଲେ ସେ କହିଲେ” (ଦେଖ: rc://*/ta/man/translate/figs-explicit)