# General Information: ୮ ଓ ୯ ପଦରେ, ଯୀଶୁ ଯିଶାଇୟ ଭାବବାଦୀଙ୍କର ଭାବାବାଣୀ ଉଦ୍ଧୃତ କରି ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଚେତବନୀ ଦେଉଛନ୍ତି I # Connecting Statement: ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଯୀଶୁ ତାହାଙ୍କ ଉତ୍ତର ଦେବା ସମାପ୍ତ କରନ୍ତି # Well did Isaiah prophesy about you ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୁପେ ଏହି ଭାବବାଣୀ କହିଛନ୍ତି # when he said ଏହା ବୁଝାଏ ଯେ ଈଶ୍ବର ଯାହା ଯିଶାଇୟଙ୍କୁ କହିଲେ ତାହା କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ଯେତେବେଳେ ଈଶ୍ବର ଯାହା କହିଲେ ସେ କହିଲେ” (ଦେଖ: [[rc://*/ta/man/translate/figs-explicit]])