or_tn/mat/14/19.md

1.0 KiB

Connecting Statement:

ଏହା ଯୀଶୁ ପାଞ୍ଚ ହଜାର ଲୋକମାନଙ୍କୁ ଭୋଜନ କରାଇବା ବିବରଣୀର ସମାପ୍ତି ଅଟେ I

sit down

ବସି ଗଲେ I ତୁମ ସଂସ୍କୃତିରେ ଲୋକମାନେ ଖାଇବା ସମୟରେ ସାଧାରଣତଃ କିପରି ବସନ୍ତି ସେହି କ୍ରିୟାପଦ ବ୍ୟବହାର କର I

He took

ସେ ତା’ଉପରେ ହସ୍ତ ଥୋଇଲେ, ସେ ସେମାନଙ୍କଠାରୁ ଛଡାଇନେଲେ ନାହିଁ (ଦେଖ: rc://*/ta/man/translate/figs-idiom)

broke the loaves

ରୋଟୀ ଭାଙ୍ଗିଲେ

loaves

ରୋଟୀ ବା “ସମ୍ପୁର୍ଣ୍ଣ ରୋଟୀ”

Looking up

ସାମ୍ଭାବିତ ଅର୍ଥଗୁଡିକ ୧) “ସେ ଉର୍ଦ୍ଧ୍ବଦୃଷ୍ଟି କଲେ” ବା “ଉର୍ଦ୍ଧ୍ବଦୃଷ୍ଟି କରିବା ପରେ I”