or_tn/mat/14/19.md

24 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ଯୀଶୁ ପାଞ୍ଚ ହଜାର ଲୋକମାନଙ୍କୁ ଭୋଜନ କରାଇବା ବିବରଣୀର ସମାପ୍ତି ଅଟେ I
# sit down
ବସି ଗଲେ I ତୁମ ସଂସ୍କୃତିରେ ଲୋକମାନେ ଖାଇବା ସମୟରେ ସାଧାରଣତଃ କିପରି ବସନ୍ତି ସେହି କ୍ରିୟାପଦ ବ୍ୟବହାର କର I
# He took
ସେ ତା’ଉପରେ ହସ୍ତ ଥୋଇଲେ, ସେ ସେମାନଙ୍କଠାରୁ ଛଡାଇନେଲେ ନାହିଁ (ଦେଖ: [[rc://*/ta/man/translate/figs-idiom]])
# broke the loaves
ରୋଟୀ ଭାଙ୍ଗିଲେ
# loaves
ରୋଟୀ ବା “ସମ୍ପୁର୍ଣ୍ଣ ରୋଟୀ”
# Looking up
ସାମ୍ଭାବିତ ଅର୍ଥଗୁଡିକ ୧) “ସେ ଉର୍ଦ୍ଧ୍ବଦୃଷ୍ଟି କଲେ” ବା “ଉର୍ଦ୍ଧ୍ବଦୃଷ୍ଟି କରିବା ପରେ I”