# Connecting Statement: ଏହା ଯୀଶୁ ପାଞ୍ଚ ହଜାର ଲୋକମାନଙ୍କୁ ଭୋଜନ କରାଇବା ବିବରଣୀର ସମାପ୍ତି ଅଟେ I # sit down ବସି ଗଲେ I ତୁମ ସଂସ୍କୃତିରେ ଲୋକମାନେ ଖାଇବା ସମୟରେ ସାଧାରଣତଃ କିପରି ବସନ୍ତି ସେହି କ୍ରିୟାପଦ ବ୍ୟବହାର କର I # He took ସେ ତା’ଉପରେ ହସ୍ତ ଥୋଇଲେ, ସେ ସେମାନଙ୍କଠାରୁ ଛଡାଇନେଲେ ନାହିଁ (ଦେଖ: [[rc://*/ta/man/translate/figs-idiom]]) # broke the loaves ରୋଟୀ ଭାଙ୍ଗିଲେ # loaves ରୋଟୀ ବା “ସମ୍ପୁର୍ଣ୍ଣ ରୋଟୀ” # Looking up ସାମ୍ଭାବିତ ଅର୍ଥଗୁଡିକ ୧) “ସେ ଉର୍ଦ୍ଧ୍ବଦୃଷ୍ଟି କଲେ” ବା “ଉର୍ଦ୍ଧ୍ବଦୃଷ୍ଟି କରିବା ପରେ I”