or_tn/mat/14/04.md

1.2 KiB

For John ... as your wife

ଯଦି ଆବଶ୍ୟକ ହୁଏ, ତୁମେ ୧୪:୩-୪ରେ ଘଟଣାଗୁଡିକ କ୍ରମାନ୍ବୟରେ ଉପସ୍ଥାପନା କର, ଯେପରି UST କରିଅଛି (ଦେଖ: rc://*/ta/man/translate/figs-events)

For John had said to him, ""It is not lawful for you to have her as your wife.

ଏହା ପରୋକ୍ଷ ଉକ୍ତିରେ ପ୍ରକାଶ କରାଯାଇପାରିବ, ଯଦି ଆବଶ୍ୟକ ହୁଏ I ଅନ୍ୟ ଏକ ଅନୁବାଦରେ: “କାରଣ ଯୋହନ ହେରୋଦଙ୍କୁ କହୁଥିଲେ ଯେ ହେରୋଦିଆଙ୍କୁ ସ୍ତ୍ରୀକରି ରଖିବା ହେରୋଦଙ୍କ ପକ୍ଷରେ ବିଧିସଂଗତ ନୁହେଁ I” (ଦେଖ: rc://*/ta/man/translate/figs-quotations)

For John had said to him

କାରଣ ଯୋହନ ହେରୋଦଙ୍କୁ ବାରମ୍ବାର କହୁଥିଲେ

It is not lawful

ଫିଲିପ ଏପର୍ଯ୍ୟନ୍ତ ଜୀବିତ ଥିଲେ ଯେତେବେଳେ ହେରୋଦ ହେରୋଦିଆଙ୍କୁ ବିବାହ କଲେ I (ଦେଖ: rc://*/ta/man/translate/figs-explicit)