or_tn/mat/14/04.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# For John ... as your wife
ଯଦି ଆବଶ୍ୟକ ହୁଏ, ତୁମେ ୧୪:୩-୪ରେ ଘଟଣାଗୁଡିକ କ୍ରମାନ୍ବୟରେ ଉପସ୍ଥାପନା କର, ଯେପରି UST କରିଅଛି (ଦେଖ: [[rc://*/ta/man/translate/figs-events]])
# For John had said to him, ""It is not lawful for you to have her as your wife.
ଏହା ପରୋକ୍ଷ ଉକ୍ତିରେ ପ୍ରକାଶ କରାଯାଇପାରିବ, ଯଦି ଆବଶ୍ୟକ ହୁଏ I ଅନ୍ୟ ଏକ ଅନୁବାଦରେ: “କାରଣ ଯୋହନ ହେରୋଦଙ୍କୁ କହୁଥିଲେ ଯେ ହେରୋଦିଆଙ୍କୁ ସ୍ତ୍ରୀକରି ରଖିବା ହେରୋଦଙ୍କ ପକ୍ଷରେ ବିଧିସଂଗତ ନୁହେଁ I” (ଦେଖ: [[rc://*/ta/man/translate/figs-quotations]])
# For John had said to him
କାରଣ ଯୋହନ ହେରୋଦଙ୍କୁ ବାରମ୍ବାର କହୁଥିଲେ
# It is not lawful
ଫିଲିପ ଏପର୍ଯ୍ୟନ୍ତ ଜୀବିତ ଥିଲେ ଯେତେବେଳେ ହେରୋଦ ହେରୋଦିଆଙ୍କୁ ବିବାହ କଲେ I (ଦେଖ: [[rc://*/ta/man/translate/figs-explicit]])