# For John ... as your wife ଯଦି ଆବଶ୍ୟକ ହୁଏ, ତୁମେ ୧୪:୩-୪ରେ ଘଟଣାଗୁଡିକ କ୍ରମାନ୍ବୟରେ ଉପସ୍ଥାପନା କର, ଯେପରି UST କରିଅଛି (ଦେଖ: [[rc://*/ta/man/translate/figs-events]]) # For John had said to him, ""It is not lawful for you to have her as your wife. ଏହା ପରୋକ୍ଷ ଉକ୍ତିରେ ପ୍ରକାଶ କରାଯାଇପାରିବ, ଯଦି ଆବଶ୍ୟକ ହୁଏ I ଅନ୍ୟ ଏକ ଅନୁବାଦରେ: “କାରଣ ଯୋହନ ହେରୋଦଙ୍କୁ କହୁଥିଲେ ଯେ ହେରୋଦିଆଙ୍କୁ ସ୍ତ୍ରୀକରି ରଖିବା ହେରୋଦଙ୍କ ପକ୍ଷରେ ବିଧିସଂଗତ ନୁହେଁ I” (ଦେଖ: [[rc://*/ta/man/translate/figs-quotations]]) # For John had said to him କାରଣ ଯୋହନ ହେରୋଦଙ୍କୁ ବାରମ୍ବାର କହୁଥିଲେ # It is not lawful ଫିଲିପ ଏପର୍ଯ୍ୟନ୍ତ ଜୀବିତ ଥିଲେ ଯେତେବେଳେ ହେରୋଦ ହେରୋଦିଆଙ୍କୁ ବିବାହ କଲେ I (ଦେଖ: [[rc://*/ta/man/translate/figs-explicit]])