or_tn/mat/13/44.md

2.5 KiB

General Information:

ଏହି ଦୁଇଟି ଉପମାରେ, ଯୀଶୁ ଦୁଇଟି ଉପମା ବ୍ୟବହାର କରି ସ୍ବର୍ଗରାଜ୍ୟ କିପରି ଅଟେ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି I (ଦେଖ: rc://*/ta/man/translate/figs-simile)

ଯୀଶୁ ସ୍ବର୍ଗରାଜ୍ୟ ବୁଝାଇବା ନିମନ୍ତେ ଆଉ ଦୁଇଟି ଦୃଷ୍ଟାନ୍ତ କହିଲେ ଯାହା ଜଣେ ଲୋକ ଅପଣାର ସର୍ବସ୍ବ ବିକ୍ରୟ କରି ବହୁମୁଲ୍ୟ ପଦାର୍ଥକୁ କିଣିଲେ I (ଦେଖ: rc://*/ta/man/translate/figs-parables)

The kingdom of heaven is like

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ ମାଥିଉ ୧୩:୨୪ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭର ସ୍ବର୍ଗସ୍ଥ ଈଶ୍ବର ଆପଣାକୁ ରାଜାଭାବେ ପ୍ରକାଶ କରିବେ, ଏହା ଏପରି ହେବ” (ଦେଖ: rc://*/ta/man/translate/figs-metonymy)

like a treasure hidden in a field

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଗୁପ୍ତଧନ ଯାହା କେହିଜଣେ କ୍ଷେତ୍ରରେ ଲୁଚାଇ ରଖିଥିଲେ” (ଦେଖ: rc://*/ta/man/translate/figs-activepassive)

treasure

ବହୁମୁଲ୍ୟ ଓ ମୁଲ୍ୟବାନ ବସ୍ତୁ କିମ୍ବା ବସ୍ତୁଗୁଡିକର ସଂଗ୍ରହ

hid it

ଏହାକୁ ଗୁପ୍ତ କରି ରଖିବା

sells everything he possesses, and buys that field

ବ୍ୟବହୃତ ତଥ୍ୟ ହେଉଛି ଯେ ବ୍ୟକ୍ତି ଜଣକ କ୍ରୟ କରି ଗୁପ୍ତଧନକୁ ଅକ୍ତିଆର କଲା (ଦେଖ:rc://*/ta/man/translate/figs-explicit)