or_tn/mat/13/24.md

1.8 KiB

ଏଠାରେ ଯୀଶୁ ଗୋଟିଏ କ୍ଷେତ୍ରରେ ଉଭୟ ଗହମ ଓ ବାଳୁଙ୍ଗା ବଢ଼ିଥିବା ବିଷୟରେ ଏକ ଉପମା ଦେଇ ସ୍ବର୍ଗରାଜ୍ୟ ବିଷୟରେ କହିବାକୁ ଲାଗିଲେ I (ଦେଖ: rc://*/ta/man/translate/figs-parables)

The kingdom of heaven is like a man

ଅନୁବାଦ ଯେପରି ସ୍ବର୍ଗରାଜ୍ୟ ଯେପରି ଜଣେ ବ୍ୟକ୍ତି ସମାନ ରୁପେ ପ୍ରକାଶ ନକରେ, କିନ୍ତୁ ବରଂ ସ୍ବର୍ଗରାଜ୍ୟ ଉପମାରେ ପରିସ୍ଥିତିକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/figs-simile)

The kingdom of heaven is like

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହୃତ ହୁଏ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଆମ୍ଭର ସ୍ବର୍ଗରେ ଉପବିଷ୍ଟ ଈଶ୍ବର ରାଜା ଭାବରେ ନିଜକୁ ପ୍ରକାଶ କରନ୍ତି, ସେ ଏହିପରି ହିଁ ଅଟନ୍ତି” (ଦେଖ: rc://*/ta/man/translate/figs-metonymy)

good seed

ଭଲ ବିହନ କିମ୍ବା “ଉତ୍ତମ ଶସ୍ୟ ବିହନ” I ଶ୍ରୋତାମାନେ ସାଧାରଣ ଭାବୁଥିବେ ଯେ ଯୀଶୁ ଗହମ ବିଷୟରେ କହୁଛନ୍ତି (ଦେଖ: rc://*/ta/man/translate/figs-explicit)