# General Information: ଏହି ଦୁଇଟି ଉପମାରେ, ଯୀଶୁ ଦୁଇଟି ଉପମା ବ୍ୟବହାର କରି ସ୍ବର୍ଗରାଜ୍ୟ କିପରି ଅଟେ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି I (ଦେଖ: [[rc://*/ta/man/translate/figs-simile]]) # ଯୀଶୁ ସ୍ବର୍ଗରାଜ୍ୟ ବୁଝାଇବା ନିମନ୍ତେ ଆଉ ଦୁଇଟି ଦୃଷ୍ଟାନ୍ତ କହିଲେ ଯାହା ଜଣେ ଲୋକ ଅପଣାର ସର୍ବସ୍ବ ବିକ୍ରୟ କରି ବହୁମୁଲ୍ୟ ପଦାର୍ଥକୁ କିଣିଲେ I (ଦେଖ: [[rc://*/ta/man/translate/figs-parables]]) # The kingdom of heaven is like ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ [ମାଥିଉ ୧୩:୨୪](../13/24.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭର ସ୍ବର୍ଗସ୍ଥ ଈଶ୍ବର ଆପଣାକୁ ରାଜାଭାବେ ପ୍ରକାଶ କରିବେ, ଏହା ଏପରି ହେବ” (ଦେଖ: [[rc://*/ta/man/translate/figs-metonymy]]) # like a treasure hidden in a field ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଗୁପ୍ତଧନ ଯାହା କେହିଜଣେ କ୍ଷେତ୍ରରେ ଲୁଚାଇ ରଖିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # treasure ବହୁମୁଲ୍ୟ ଓ ମୁଲ୍ୟବାନ ବସ୍ତୁ କିମ୍ବା ବସ୍ତୁଗୁଡିକର ସଂଗ୍ରହ # hid it ଏହାକୁ ଗୁପ୍ତ କରି ରଖିବା # sells everything he possesses, and buys that field ବ୍ୟବହୃତ ତଥ୍ୟ ହେଉଛି ଯେ ବ୍ୟକ୍ତି ଜଣକ କ୍ରୟ କରି ଗୁପ୍ତଧନକୁ ଅକ୍ତିଆର କଲା (ଦେଖ:[[rc://*/ta/man/translate/figs-explicit]])