or_tn/mat/13/12.md

1.1 KiB

whoever has

ଯେଣୁ ଯାହାର ଅଛି କିମ୍ବା “ମୁଁ ଯାହା ଶିକ୍ଷା ଦେଇଅଛି ଯେ ଗ୍ରହଣ କରେ”

will be given more

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାକୁ ଆହୁରି ବୁଝିବା ଶକ୍ତି ଦେବେ” (ଦେଖ: rc://*/ta/man/translate/figs-activepassive)

whoever does not have

ଯାହାର ବୁଝିବାର ଶକ୍ତି ନାହିଁ କିମ୍ବା “ଯେକେହି ମୋହର ଶିକ୍ଷା ଗ୍ରହଣ କରେ ନାହିଁ”

even what he has will be taken away from him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ଯାହା ଅଛି ଈଶ୍ବର ତାପାଖରୁ କାଢି ନେବେ” (ଦେଖ: rc://*/ta/man/translate/figs-activepassive)