or_tn/mat/13/12.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# whoever has
ଯେଣୁ ଯାହାର ଅଛି କିମ୍ବା “ମୁଁ ଯାହା ଶିକ୍ଷା ଦେଇଅଛି ଯେ ଗ୍ରହଣ କରେ”
# will be given more
ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାକୁ ଆହୁରି ବୁଝିବା ଶକ୍ତି ଦେବେ” (ଦେଖ: [[rc://*/ta/man/translate/figs-activepassive]])
# whoever does not have
ଯାହାର ବୁଝିବାର ଶକ୍ତି ନାହିଁ କିମ୍ବା “ଯେକେହି ମୋହର ଶିକ୍ଷା ଗ୍ରହଣ କରେ ନାହିଁ”
# even what he has will be taken away from him
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ଯାହା ଅଛି ଈଶ୍ବର ତାପାଖରୁ କାଢି ନେବେ” (ଦେଖ: [[rc://*/ta/man/translate/figs-activepassive]])