# whoever has ଯେଣୁ ଯାହାର ଅଛି କିମ୍ବା “ମୁଁ ଯାହା ଶିକ୍ଷା ଦେଇଅଛି ଯେ ଗ୍ରହଣ କରେ” # will be given more ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାକୁ ଆହୁରି ବୁଝିବା ଶକ୍ତି ଦେବେ” (ଦେଖ: [[rc://*/ta/man/translate/figs-activepassive]]) # whoever does not have ଯାହାର ବୁଝିବାର ଶକ୍ତି ନାହିଁ କିମ୍ବା “ଯେକେହି ମୋହର ଶିକ୍ଷା ଗ୍ରହଣ କରେ ନାହିଁ” # even what he has will be taken away from him ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ଯାହା ଅଛି ଈଶ୍ବର ତାପାଖରୁ କାଢି ନେବେ” (ଦେଖ: [[rc://*/ta/man/translate/figs-activepassive]])