or_tn/mat/10/18.md

12 lines
772 B
Markdown

# you will be brought
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମକୁ ଆଣିବେ” କିମ୍ବା “ସେମାନେ ତୁମକୁ ଘୋଷାଡି ନେବେ” (ଦେଖ: [[rc://*/ta/man/translate/figs-activepassive]])
# for my sake
ଯେହେତୁ ମୋ ସକାଶେ କିମ୍ବା “ଯେହେତୁ ତୁମେ ମୋର ଅନୁଗମନ କରୁଛ”
# to them and to the Gentiles
“ସେମାନେ” ସର୍ବନାମ “ଶାସକ ଓ ରାଜା” କିମ୍ବା ଯିହୁଦୀ ଦୋଷାରୋପକାରୀମାନଙ୍କୁ ବୁଝାଏ I