or_tn/mat/10/18.md

772 B

you will be brought

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମକୁ ଆଣିବେ” କିମ୍ବା “ସେମାନେ ତୁମକୁ ଘୋଷାଡି ନେବେ” (ଦେଖ: rc://*/ta/man/translate/figs-activepassive)

for my sake

ଯେହେତୁ ମୋ ସକାଶେ କିମ୍ବା “ଯେହେତୁ ତୁମେ ମୋର ଅନୁଗମନ କରୁଛ”

to them and to the Gentiles

“ସେମାନେ” ସର୍ବନାମ “ଶାସକ ଓ ରାଜା” କିମ୍ବା ଯିହୁଦୀ ଦୋଷାରୋପକାରୀମାନଙ୍କୁ ବୁଝାଏ I