# you will be brought ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମକୁ ଆଣିବେ” କିମ୍ବା “ସେମାନେ ତୁମକୁ ଘୋଷାଡି ନେବେ” (ଦେଖ: [[rc://*/ta/man/translate/figs-activepassive]]) # for my sake ଯେହେତୁ ମୋ ସକାଶେ କିମ୍ବା “ଯେହେତୁ ତୁମେ ମୋର ଅନୁଗମନ କରୁଛ” # to them and to the Gentiles “ସେମାନେ” ସର୍ବନାମ “ଶାସକ ଓ ରାଜା” କିମ୍ବା ଯିହୁଦୀ ଦୋଷାରୋପକାରୀମାନଙ୍କୁ ବୁଝାଏ I