or_tn/mat/10/07.md

1.1 KiB
Raw Permalink Blame History

as you go

ଏଠାରେ “ତୁମେ” ବହୁବଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

The kingdom of heaven has come near

“ସ୍ବର୍ଗରାଜ୍ୟ” ବାକ୍ୟାଂଶ ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ଉଲ୍ଲେଖ କରନ୍ତି I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ ମାଥିଉ ୩:ରେ କିପରି ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ:”ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ଶୀଘ୍ର ସ୍ବର୍ଗରେ ଆପଣାକୁ ରାଜା ଭାବରେ ପ୍ରକାଶ କରିବେ” (ଦେଖ: rc://*/ta/man/translate/figs-metonymy)