or_tn/mat/03/02.md

921 B

Repent

ଏହା ଗଠନରେ ବହୁବାଚକ ଅଟେ I ଯୋହନ ଜନସମୁହକୁ କହୁଛନ୍ତି I (ଦେଖ: rc://*/ta/man/translate/figs-you)

the kingdom of heaven is near

“ସ୍ବର୍ଗ ରାଜ୍ୟ” ବାକ୍ୟାଂଶ ଜଣେ ରାଜାଭାବେ ଈଶ୍ବରଙ୍କ ଶାସନକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ, ତୁମମାନଙ୍କ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ଆପଣାକୁ ରାଜାଭାବେ ପ୍ରକାଶ କରିବେ” (ଦେଖ: rc://*/ta/man/translate/figs-metonymy)