or_tn/mat/10/07.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# as you go
ଏଠାରେ “ତୁମେ” ବହୁବଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# The kingdom of heaven has come near
“ସ୍ବର୍ଗରାଜ୍ୟ” ବାକ୍ୟାଂଶ ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ଉଲ୍ଲେଖ କରନ୍ତି I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ [ମାଥିଉ ୩:](../03/02.md)ରେ କିପରି ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ:”ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ଶୀଘ୍ର ସ୍ବର୍ଗରେ ଆପଣାକୁ ରାଜା ଭାବରେ ପ୍ରକାଶ କରିବେ” (ଦେଖ: [[rc://*/ta/man/translate/figs-metonymy]])