or_tn/mat/10/05.md

1.4 KiB

General Information:

ଯଦିଓ ୫ ପଦ ଏହା କହି ଆରମ୍ଭ ହୁଏ ଯେ ସେ ବାରଜଣକୁ ପ୍ରେରଣ କଲେ, ଯୀଶୁ ସେମାନଙ୍କୁ ପ୍ରେରଣ କରିବା ପୂର୍ବରୁ ଏହି ଆଜ୍ଞା ଦେଲେ I (ଦେଖ: rc://*/ta/man/translate/figs-events)

Connecting Statement:

ଏଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସେମାନେ କ”ଣ କରିବେ ଓ ସେମାନେ ଯେତେବେଳେ ଘୋଷଣା କରିବାକୁ ଯିବେ ସେମାନେ କ”ଣ ଆଶା କରିବା ଉଚିତ ସେହି ବିଷୟରେ ସୂଚନା ଦିଅନ୍ତି I

These twelve Jesus sent out

ଯୀଶୁ ବାରଜଣ ଲୋକମାନଙ୍କୁ ପ୍ରେରଣ କଲେ କିମ୍ବା “ସେହି ବାରଜଣ ଲୋକମାନେ ଯେଉଁମାନଙ୍କୁ ଯୀଶୁ ପ୍ରେରଣ କଲେ”

sent out

ଯୀଶୁ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନେଇ ପ୍ରେରଣ କଲେ

He instructed them

ସେ ସେମାନେ କ”ଣ କରିବା ଆବଶ୍ୟକ ସେମାନଙ୍କୁ କହିଲେ କିମ୍ବା “ସେ ସେମାନଙ୍କୁ ଅଜ୍ଞା ଦେଲେ”