or_tn/mat/10/05.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯଦିଓ ୫ ପଦ ଏହା କହି ଆରମ୍ଭ ହୁଏ ଯେ ସେ ବାରଜଣକୁ ପ୍ରେରଣ କଲେ, ଯୀଶୁ ସେମାନଙ୍କୁ ପ୍ରେରଣ କରିବା ପୂର୍ବରୁ ଏହି ଆଜ୍ଞା ଦେଲେ I (ଦେଖ: [[rc://*/ta/man/translate/figs-events]])
# Connecting Statement:
ଏଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସେମାନେ କ”ଣ କରିବେ ଓ ସେମାନେ ଯେତେବେଳେ ଘୋଷଣା କରିବାକୁ ଯିବେ ସେମାନେ କ”ଣ ଆଶା କରିବା ଉଚିତ ସେହି ବିଷୟରେ ସୂଚନା ଦିଅନ୍ତି I
# These twelve Jesus sent out
ଯୀଶୁ ବାରଜଣ ଲୋକମାନଙ୍କୁ ପ୍ରେରଣ କଲେ କିମ୍ବା “ସେହି ବାରଜଣ ଲୋକମାନେ ଯେଉଁମାନଙ୍କୁ ଯୀଶୁ ପ୍ରେରଣ କଲେ”
# sent out
ଯୀଶୁ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନେଇ ପ୍ରେରଣ କଲେ
# He instructed them
ସେ ସେମାନେ କ”ଣ କରିବା ଆବଶ୍ୟକ ସେମାନଙ୍କୁ କହିଲେ କିମ୍ବା “ସେ ସେମାନଙ୍କୁ ଅଜ୍ଞା ଦେଲେ”