# General Information: ଯଦିଓ ୫ ପଦ ଏହା କହି ଆରମ୍ଭ ହୁଏ ଯେ ସେ ବାରଜଣକୁ ପ୍ରେରଣ କଲେ, ଯୀଶୁ ସେମାନଙ୍କୁ ପ୍ରେରଣ କରିବା ପୂର୍ବରୁ ଏହି ଆଜ୍ଞା ଦେଲେ I (ଦେଖ: [[rc://*/ta/man/translate/figs-events]]) # Connecting Statement: ଏଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସେମାନେ କ”ଣ କରିବେ ଓ ସେମାନେ ଯେତେବେଳେ ଘୋଷଣା କରିବାକୁ ଯିବେ ସେମାନେ କ”ଣ ଆଶା କରିବା ଉଚିତ ସେହି ବିଷୟରେ ସୂଚନା ଦିଅନ୍ତି I # These twelve Jesus sent out ଯୀଶୁ ବାରଜଣ ଲୋକମାନଙ୍କୁ ପ୍ରେରଣ କଲେ କିମ୍ବା “ସେହି ବାରଜଣ ଲୋକମାନେ ଯେଉଁମାନଙ୍କୁ ଯୀଶୁ ପ୍ରେରଣ କଲେ” # sent out ଯୀଶୁ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନେଇ ପ୍ରେରଣ କଲେ # He instructed them ସେ ସେମାନେ କ”ଣ କରିବା ଆବଶ୍ୟକ ସେମାନଙ୍କୁ କହିଲେ କିମ୍ବା “ସେ ସେମାନଙ୍କୁ ଅଜ୍ଞା ଦେଲେ”