or_tn/mat/08/08.md

774 B

under my roof

ଏହା ଏକ ରୁଢି ଅଟେ ଯାହା ଘର ଭିତରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ”ମୋ ଘରେ ପାଦ ପକାଇବେ” (ଦେଖ: rc://*/ta/man/translate/figs-idiom)

say the word

ଏଠାରେ “ବାକ୍ୟ” ଆଦେଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ପଡେ ଆଜ୍ଞା କରନ୍ତୁ ” (ଦେଖ: rc://*/ta/man/translate/figs-metonymy)

will be healed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସୁସ୍ଥ ହେବ” (ଦେଖ: rc://*/ta/man/translate/figs-activepassive)