# under my roof ଏହା ଏକ ରୁଢି ଅଟେ ଯାହା ଘର ଭିତରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ”ମୋ ଘରେ ପାଦ ପକାଇବେ” (ଦେଖ: [[rc://*/ta/man/translate/figs-idiom]]) # say the word ଏଠାରେ “ବାକ୍ୟ” ଆଦେଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ପଡେ ଆଜ୍ଞା କରନ୍ତୁ ” (ଦେଖ: [[rc://*/ta/man/translate/figs-metonymy]]) # will be healed ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସୁସ୍ଥ ହେବ” (ଦେଖ: [[rc://*/ta/man/translate/figs-activepassive]])