or_tn/mat/08/08.md

12 lines
774 B
Markdown
Raw Permalink Normal View History

2020-11-19 00:15:53 +00:00
# under my roof
ଏହା ଏକ ରୁଢି ଅଟେ ଯାହା ଘର ଭିତରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ”ମୋ ଘରେ ପାଦ ପକାଇବେ” (ଦେଖ: [[rc://*/ta/man/translate/figs-idiom]])
# say the word
ଏଠାରେ “ବାକ୍ୟ” ଆଦେଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ପଡେ ଆଜ୍ଞା କରନ୍ତୁ ” (ଦେଖ: [[rc://*/ta/man/translate/figs-metonymy]])
# will be healed
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସୁସ୍ଥ ହେବ” (ଦେଖ: [[rc://*/ta/man/translate/figs-activepassive]])