or_tn/mat/06/26.md

781 B

barns

ଶସ୍ୟ ସଞ୍ଚୟ କରିବା ନିମନ୍ତେ ସ୍ଥାନ

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

Are you not more valuable than they are?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୁପେ ତୁମେମାନେ ପକ୍ଷୀମାନଙ୍କଠାରୁ ଅଧିକ ଶ୍ରେଷ୍ଠ ଅଟ I” (ଦେଖ: rc://*/ta/man/translate/figs-rquestion)