# barns ଶସ୍ୟ ସଞ୍ଚୟ କରିବା ନିମନ୍ତେ ସ୍ଥାନ # Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # Are you not more valuable than they are? ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୁପେ ତୁମେମାନେ ପକ୍ଷୀମାନଙ୍କଠାରୁ ଅଧିକ ଶ୍ରେଷ୍ଠ ଅଟ I” (ଦେଖ: [[rc://*/ta/man/translate/figs-rquestion]])