or_tn/mat/06/26.md

12 lines
781 B
Markdown
Raw Permalink Normal View History

2020-11-19 00:15:53 +00:00
# barns
ଶସ୍ୟ ସଞ୍ଚୟ କରିବା ନିମନ୍ତେ ସ୍ଥାନ
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# Are you not more valuable than they are?
ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୁପେ ତୁମେମାନେ ପକ୍ଷୀମାନଙ୍କଠାରୁ ଅଧିକ ଶ୍ରେଷ୍ଠ ଅଟ I” (ଦେଖ: [[rc://*/ta/man/translate/figs-rquestion]])