or_tn/mat/06/18.md

1.2 KiB
Raw Permalink Blame History

Father who is in secret

ସାମ୍ଭାବିତ ଅର୍ଥଗୁଡିକ ୧) କେହି ଈଶ୍ବରଙ୍କୁ ଦେଖି ପାରେନାହିଁ I ଅନ୍ୟ ଏକ ଅନୁବାଦରେ: “ ପିତା, ଯେ ଅଦୃଶ୍ୟ ଅଟନ୍ତି” କିମ୍ବା ) ଯେଉଁ ବ୍ୟକ୍ତି ଗୋପନରେ ଉପବାସ କରନ୍ତି ଈଶ୍ବର ସେହି ବ୍ୟକ୍ତି ସହିତ ରହନ୍ତି I ଅନ୍ୟ ଏକ ଅନୁବାଦରେ: “ପିତା, ଯି ଗୋପନରେ ତୁମ ସହିତ ରହନ୍ତି” ଦେଖ ତୁମେ ଏହାକୁ ମାଥିଉ ୬:୬ରେ କିପରି ଅନୁବାଦ କରିଅଛ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

who sees in secret

ତୁମେ ଗୋପନରେ କ”ଣ କରୁଛ ଯେ ଦେଖନ୍ତି I ଦେଖ ତୁମେ ଏହାକୁ ମାଥିଉ ୬:୬ରେ କିପରି ଅନୁବାଦ କରିଅଛ I