or_tn/mat/06/06.md

1.3 KiB
Raw Permalink Blame History

enter your inner chamber. Shut the door

ତୁମ୍ଭର ଗୁପ୍ତ କୋଠାରୀରେ ପ୍ରବେଶ କର, ନତୁବା “ ତୁମ୍ଭେ ଯେଉଁଠାରେ ଏକାକି ଅନୁଭବ କରିବ ସେହି ସ୍ଥାନକୁ ଯାଅ”

Father who is in secret

ସମ୍ଭାବିତ ଅର୍ଥଗୁଡିକ ୧) ଈଶ୍ବରଙ୍କୁ କହି ଦେଖି ପାରେନାହିଁ I ଅନ୍ୟ ଏକ ଅନୁବାଦରେ: “ପିତା, ଯେ ଅଦୃଶ୍ବ ଅଟନ୍ତି” କିମ୍ବା ) “ଈଶ୍ବର ପ୍ରାର୍ଥନାରତ ବ୍ୟକ୍ତି ସହିତ ସେହି ଗୁପ୍ତସ୍ଥାନରେ ରହନ୍ତି I ଅନ୍ୟ ଏକ ଅନୁବାଦରେ: “ପିତା, ଯେ ତୁମ୍ଭମାନଙ୍କ ସହିତ ଗୋପନରେ ଅଛନ୍ତି “

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

your Father who sees in secret

ଆଉ ତୁମ୍ଭର ପିତା ଯେ ତୁମ୍ଭେ ଗୋପନରେ କ”ଣ କରୁଛ ଦେଖନ୍ତି ଓ