# enter your inner chamber. Shut the door ତୁମ୍ଭର ଗୁପ୍ତ କୋଠାରୀରେ ପ୍ରବେଶ କର, ନତୁବା “ ତୁମ୍ଭେ ଯେଉଁଠାରେ ଏକାକି ଅନୁଭବ କରିବ ସେହି ସ୍ଥାନକୁ ଯାଅ” # Father who is in secret ସମ୍ଭାବିତ ଅର୍ଥଗୁଡିକ ୧) ଈଶ୍ବରଙ୍କୁ କହି ଦେଖି ପାରେନାହିଁ I ଅନ୍ୟ ଏକ ଅନୁବାଦରେ: “ପିତା, ଯେ ଅଦୃଶ୍ବ ଅଟନ୍ତି” କିମ୍ବା ୨) “ଈଶ୍ବର ପ୍ରାର୍ଥନାରତ ବ୍ୟକ୍ତି ସହିତ ସେହି ଗୁପ୍ତସ୍ଥାନରେ ରହନ୍ତି I ଅନ୍ୟ ଏକ ଅନୁବାଦରେ: “ପିତା, ଯେ ତୁମ୍ଭମାନଙ୍କ ସହିତ ଗୋପନରେ ଅଛନ୍ତି “ # Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # your Father who sees in secret ଆଉ ତୁମ୍ଭର ପିତା ଯେ ତୁମ୍ଭେ ଗୋପନରେ କ”ଣ କରୁଛ ଦେଖନ୍ତି ଓ