# Father who is in secret ସାମ୍ଭାବିତ ଅର୍ଥଗୁଡିକ ୧) କେହି ଈଶ୍ବରଙ୍କୁ ଦେଖି ପାରେନାହିଁ I ଅନ୍ୟ ଏକ ଅନୁବାଦରେ: “ ପିତା, ଯେ ଅଦୃଶ୍ୟ ଅଟନ୍ତି” କିମ୍ବା ୨) ଯେଉଁ ବ୍ୟକ୍ତି ଗୋପନରେ ଉପବାସ କରନ୍ତି ଈଶ୍ବର ସେହି ବ୍ୟକ୍ତି ସହିତ ରହନ୍ତି I ଅନ୍ୟ ଏକ ଅନୁବାଦରେ: “ପିତା, ଯି ଗୋପନରେ ତୁମ ସହିତ ରହନ୍ତି” ଦେଖ ତୁମେ ଏହାକୁ [ମାଥିଉ ୬:୬](../06/06.md)ରେ କିପରି ଅନୁବାଦ କରିଅଛ I # Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # who sees in secret ତୁମେ ଗୋପନରେ କ”ଣ କରୁଛ ଯେ ଦେଖନ୍ତି I ଦେଖ ତୁମେ ଏହାକୁ [ମାଥିଉ ୬:୬](../06/06.md)ରେ କିପରି ଅନୁବାଦ କରିଅଛ I