or_tn/mat/05/29.md

3.3 KiB
Raw Permalink Blame History

If your

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତ ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ସେମାନେ ହୁଏତ ବହୁବାଚକ ହେବା ଆବଶ୍ବକ କରିଥାନ୍ତି I (ଦେଖ: rc://*/ta/man/translate/figs-you)

If your right eye causes you to stumble

ଏଠାରେ “ଚକ୍ଷୁ” ଜଣେବ୍ୟକ୍ତିର ଦୃଷ୍ଟିପାତକୁ ବୁଝାଏ I ଏବଂ, “ଝୁଣ୍ଟିବା” “ପାପ” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମେ ଯାହା ଦେଖ ତାହା ତୁମମାନଙ୍କ ଝୁଣ୍ଟିବାର କାରଣ ହୁଏ” କିମ୍ବା “ ଯଦି ତୁମମାନଙ୍କ ଦେଖିବାର କାରଣ ତୁମମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଏ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

right eye

ଏହାର ଅର୍ଥ ଚକ୍ଷୁ ସବୁଠାରୁ ଗୁରୁତ୍ବପୁର୍ଣ୍ଣ, ଯେପରି ବାମ ଆଖି ବିଘ୍ନର କାରଣ ହୁଏ I ତୁମେ ହୁଏତ “ଦକ୍ଷିଣ”କୁ “ଉତ୍ତମ” କିମ୍ବା “ଶକ୍ତିଶାଳୀ” ସଦୃଶ ଅନୁବାଦ କରିପାର I (ଦେଖ: rc://*/ta/man/translate/figs-idiom)

pluck it out

ଏହା ଜଣେବ୍ୟକ୍ତି ନିମନ୍ତେ ଏକ ଅତିରଞ୍ଜିତ ଅଜ୍ଞା ଅଟେ ଯେପରି ସେ ପାପଠାରୁ ନିବୃତ୍ତ ରହିବା ନିମନ୍ତେ ଯାହାକିଛି ଆବଶ୍ବକ କରିପାରେ I ଏହାର ଅର୍ଥ “ଏହାକୁ ବଳପୂର୍ବକ ବାହାର କରିବା” କିମ୍ବା “ଏହାକୁ ନଷ୍ଟ କରିବା” I ଯଦିବା ଦକ୍ଷିଣ ଆଖି ବିଷୟରେ ଉଲ୍ଲେଖ ନାହିଁ, ତୁମେ ହୁଏତ ଏହାକୁ “ଆଖିକୁ ଉପାଡି ଦିଅ” ଅନୁବାଦ କରିବା ଆବଶବକ କରିପାର, ଯଦି ଆଖି ଉଲ୍ଲେଖ ଅଛି, ତୁମେ ଏହାକୁ “ସେଗୁଡିକୁ ନଷ୍ଟ କର” ଅନୁବାଦ କରିପାର I (ଦେଖ: rc://*/ta/man/translate/figs-hyperbole)

throw it away from you

ଏଠାରୁ ବାହାରି ଆସ

one of your body parts should perish

ତୁମେ ତୁମ ଶରୀରର ଗୋଟିଏ ଅଂଶ ନଷ୍ଟ କରିବା ଉଚିତ୍

than that your whole body should be thrown into hell

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: କାରଣ ଈଶ୍ବର ତୁମର ସମସ୍ତ ଶରୀର ନରକରେ ନିକ୍ଷେପ କରିବା ଅପେକ୍ଷା” (ଦେଖ: rc://*/ta/man/translate/figs-activepassive)