or_tn/mat/05/29.md

28 lines
3.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# If your
ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତ ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ସେମାନେ ହୁଏତ ବହୁବାଚକ ହେବା ଆବଶ୍ବକ କରିଥାନ୍ତି I (ଦେଖ: [[rc://*/ta/man/translate/figs-you]])
# If your right eye causes you to stumble
ଏଠାରେ “ଚକ୍ଷୁ” ଜଣେବ୍ୟକ୍ତିର ଦୃଷ୍ଟିପାତକୁ ବୁଝାଏ I ଏବଂ, “ଝୁଣ୍ଟିବା” “ପାପ” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମେ ଯାହା ଦେଖ ତାହା ତୁମମାନଙ୍କ ଝୁଣ୍ଟିବାର କାରଣ ହୁଏ” କିମ୍ବା “ ଯଦି ତୁମମାନଙ୍କ ଦେଖିବାର କାରଣ ତୁମମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଏ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])
# right eye
ଏହାର ଅର୍ଥ ଚକ୍ଷୁ ସବୁଠାରୁ ଗୁରୁତ୍ବପୁର୍ଣ୍ଣ, ଯେପରି ବାମ ଆଖି ବିଘ୍ନର କାରଣ ହୁଏ I ତୁମେ ହୁଏତ “ଦକ୍ଷିଣ”କୁ “ଉତ୍ତମ” କିମ୍ବା “ଶକ୍ତିଶାଳୀ” ସଦୃଶ ଅନୁବାଦ କରିପାର I (ଦେଖ: [[rc://*/ta/man/translate/figs-idiom]])
# pluck it out
ଏହା ଜଣେବ୍ୟକ୍ତି ନିମନ୍ତେ ଏକ ଅତିରଞ୍ଜିତ ଅଜ୍ଞା ଅଟେ ଯେପରି ସେ ପାପଠାରୁ ନିବୃତ୍ତ ରହିବା ନିମନ୍ତେ ଯାହାକିଛି ଆବଶ୍ବକ କରିପାରେ I ଏହାର ଅର୍ଥ “ଏହାକୁ ବଳପୂର୍ବକ ବାହାର କରିବା” କିମ୍ବା “ଏହାକୁ ନଷ୍ଟ କରିବା” I ଯଦିବା ଦକ୍ଷିଣ ଆଖି ବିଷୟରେ ଉଲ୍ଲେଖ ନାହିଁ, ତୁମେ ହୁଏତ ଏହାକୁ “ଆଖିକୁ ଉପାଡି ଦିଅ” ଅନୁବାଦ କରିବା ଆବଶବକ କରିପାର, ଯଦି ଆଖି ଉଲ୍ଲେଖ ଅଛି, ତୁମେ ଏହାକୁ “ସେଗୁଡିକୁ ନଷ୍ଟ କର” ଅନୁବାଦ କରିପାର I (ଦେଖ: [[rc://*/ta/man/translate/figs-hyperbole]])
# throw it away from you
ଏଠାରୁ ବାହାରି ଆସ
# one of your body parts should perish
ତୁମେ ତୁମ ଶରୀରର ଗୋଟିଏ ଅଂଶ ନଷ୍ଟ କରିବା ଉଚିତ୍
# than that your whole body should be thrown into hell
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: କାରଣ ଈଶ୍ବର ତୁମର ସମସ୍ତ ଶରୀର ନରକରେ ନିକ୍ଷେପ କରିବା ଅପେକ୍ଷା” (ଦେଖ: [[rc://*/ta/man/translate/figs-activepassive]])