# If your ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତ ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ସେମାନେ ହୁଏତ ବହୁବାଚକ ହେବା ଆବଶ୍ବକ କରିଥାନ୍ତି I (ଦେଖ: [[rc://*/ta/man/translate/figs-you]]) # If your right eye causes you to stumble ଏଠାରେ “ଚକ୍ଷୁ” ଜଣେବ୍ୟକ୍ତିର ଦୃଷ୍ଟିପାତକୁ ବୁଝାଏ I ଏବଂ, “ଝୁଣ୍ଟିବା” “ପାପ” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମେ ଯାହା ଦେଖ ତାହା ତୁମମାନଙ୍କ ଝୁଣ୍ଟିବାର କାରଣ ହୁଏ” କିମ୍ବା “ ଯଦି ତୁମମାନଙ୍କ ଦେଖିବାର କାରଣ ତୁମମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଏ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]]) # right eye ଏହାର ଅର୍ଥ ଚକ୍ଷୁ ସବୁଠାରୁ ଗୁରୁତ୍ବପୁର୍ଣ୍ଣ, ଯେପରି ବାମ ଆଖି ବିଘ୍ନର କାରଣ ହୁଏ I ତୁମେ ହୁଏତ “ଦକ୍ଷିଣ”କୁ “ଉତ୍ତମ” କିମ୍ବା “ଶକ୍ତିଶାଳୀ” ସଦୃଶ ଅନୁବାଦ କରିପାର I (ଦେଖ: [[rc://*/ta/man/translate/figs-idiom]]) # pluck it out ଏହା ଜଣେବ୍ୟକ୍ତି ନିମନ୍ତେ ଏକ ଅତିରଞ୍ଜିତ ଅଜ୍ଞା ଅଟେ ଯେପରି ସେ ପାପଠାରୁ ନିବୃତ୍ତ ରହିବା ନିମନ୍ତେ ଯାହାକିଛି ଆବଶ୍ବକ କରିପାରେ I ଏହାର ଅର୍ଥ “ଏହାକୁ ବଳପୂର୍ବକ ବାହାର କରିବା” କିମ୍ବା “ଏହାକୁ ନଷ୍ଟ କରିବା” I ଯଦିବା ଦକ୍ଷିଣ ଆଖି ବିଷୟରେ ଉଲ୍ଲେଖ ନାହିଁ, ତୁମେ ହୁଏତ ଏହାକୁ “ଆଖିକୁ ଉପାଡି ଦିଅ” ଅନୁବାଦ କରିବା ଆବଶବକ କରିପାର, ଯଦି ଆଖି ଉଲ୍ଲେଖ ଅଛି, ତୁମେ ଏହାକୁ “ସେଗୁଡିକୁ ନଷ୍ଟ କର” ଅନୁବାଦ କରିପାର I’ (ଦେଖ: [[rc://*/ta/man/translate/figs-hyperbole]]) # throw it away from you ଏଠାରୁ ବାହାରି ଆସ # one of your body parts should perish ତୁମେ ତୁମ ଶରୀରର ଗୋଟିଏ ଅଂଶ ନଷ୍ଟ କରିବା ଉଚିତ୍ # than that your whole body should be thrown into hell ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: କାରଣ ଈଶ୍ବର ତୁମର ସମସ୍ତ ଶରୀର ନରକରେ ନିକ୍ଷେପ କରିବା ଅପେକ୍ଷା” (ଦେଖ: [[rc://*/ta/man/translate/figs-activepassive]])