or_tn/mat/05/23.md

20 lines
1.4 KiB
Markdown

# you
ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭାମାନଙ୍କର” ସମସ୍ତ ଘଟଣା ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେମାନେ ହୁଏତ ଆବଶ୍ବକ ସ୍ଥଳେ ବହୁବାଚକ ହୁଅନ୍ତି I (ଦେଖ: [[rc://*/ta/man/translate/figs-you]])
# offering your gift
ତୁମ୍ଭର ଦାନ ଦେବା କିମ୍ବା “ତୁମର ନୈବେଦ୍ୟ ଆଣ”
# at the altar
ଏହା ସୁଚାଏ ଯେ ଏହା ଯିରୁଶାଲମର ମନ୍ଦିରରେ ପରମେଶ୍ବରଙ୍କ ବେଦୀ ଅଟେ I ଅନ୍ୟ ଏକ ଅନୁବାଦରେ: “ମନ୍ଦିରରେ ଈଶ୍ବରଙ୍କ ବେଦୀ ନିକଟକୁ” (ଦେଖ: [[rc://*/ta/man/translate/figs-explicit]])
# there remember
ଯେତେବେଳେ ତୁମେ ବେଦୀ ନିକଟରେ ଠିଆ ହୁଅ ସ୍ମରଣ କର
# your brother has anything against you
ତୁମର ଯେକୌଣସି କାର୍ଯ୍ୟର କାରଣରୁ ଅନ୍ୟଜଣେ ବ୍ୟକ୍ତି ତୁମ ସହିତ କ୍ରୋଧିତ ହେଲେ