or_tn/mat/05/23.md

1.4 KiB

you

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭାମାନଙ୍କର” ସମସ୍ତ ଘଟଣା ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେମାନେ ହୁଏତ ଆବଶ୍ବକ ସ୍ଥଳେ ବହୁବାଚକ ହୁଅନ୍ତି I (ଦେଖ: rc://*/ta/man/translate/figs-you)

offering your gift

ତୁମ୍ଭର ଦାନ ଦେବା କିମ୍ବା “ତୁମର ନୈବେଦ୍ୟ ଆଣ”

at the altar

ଏହା ସୁଚାଏ ଯେ ଏହା ଯିରୁଶାଲମର ମନ୍ଦିରରେ ପରମେଶ୍ବରଙ୍କ ବେଦୀ ଅଟେ I ଅନ୍ୟ ଏକ ଅନୁବାଦରେ: “ମନ୍ଦିରରେ ଈଶ୍ବରଙ୍କ ବେଦୀ ନିକଟକୁ” (ଦେଖ: rc://*/ta/man/translate/figs-explicit)

there remember

ଯେତେବେଳେ ତୁମେ ବେଦୀ ନିକଟରେ ଠିଆ ହୁଅ ସ୍ମରଣ କର

your brother has anything against you

ତୁମର ଯେକୌଣସି କାର୍ଯ୍ୟର କାରଣରୁ ଅନ୍ୟଜଣେ ବ୍ୟକ୍ତି ତୁମ ସହିତ କ୍ରୋଧିତ ହେଲେ