# you ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭାମାନଙ୍କର” ସମସ୍ତ ଘଟଣା ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେମାନେ ହୁଏତ ଆବଶ୍ବକ ସ୍ଥଳେ ବହୁବାଚକ ହୁଅନ୍ତି I (ଦେଖ: [[rc://*/ta/man/translate/figs-you]]) # offering your gift ତୁମ୍ଭର ଦାନ ଦେବା କିମ୍ବା “ତୁମର ନୈବେଦ୍ୟ ଆଣ” # at the altar ଏହା ସୁଚାଏ ଯେ ଏହା ଯିରୁଶାଲମର ମନ୍ଦିରରେ ପରମେଶ୍ବରଙ୍କ ବେଦୀ ଅଟେ I ଅନ୍ୟ ଏକ ଅନୁବାଦରେ: “ମନ୍ଦିରରେ ଈଶ୍ବରଙ୍କ ବେଦୀ ନିକଟକୁ” (ଦେଖ: [[rc://*/ta/man/translate/figs-explicit]]) # there remember ଯେତେବେଳେ ତୁମେ ବେଦୀ ନିକଟରେ ଠିଆ ହୁଅ ସ୍ମରଣ କର # your brother has anything against you ତୁମର ଯେକୌଣସି କାର୍ଯ୍ୟର କାରଣରୁ ଅନ୍ୟଜଣେ ବ୍ୟକ୍ତି ତୁମ ସହିତ କ୍ରୋଧିତ ହେଲେ