or_tn/mat/03/16.md

1.9 KiB
Raw Permalink Blame History

Connecting Statement:

ଏହା ବାପ୍ତିଜକ ଯୋହନଙ୍କ ବିଷୟରେ ବିବରଣୀର ଅଂଶର ସମାପ୍ତି ଅଟେ I ଏହା ଯୀଶୁଙ୍କ ବାପ୍ତିସ୍ମ ପରେ କ”ଣ ସବୁ ଘଟିଲା ତାହା ବର୍ଣ୍ଣନା କରେ I

After he was baptized

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବାପରେ” (ଦେଖ: rc://*/ta/man/translate/figs-activepassive)

behold

ଏଠାରେ “ଆଉ ଦେଖ” ଶବ୍ଦ ନିମ୍ନଲିଖିତ ଆଶ୍ଚର୍ଯ୍ୟଜନକ ସୂଚନା ଦେବା ନିମନ୍ତେ ଆମମାନଙ୍କ ଧ୍ୟାନ ଦେବାକୁ ସଚେତନ କରେ I

the heavens were opened to him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଯୀଶୁ ଆକାଶ ମୁକ୍ତହେବା ଦେଖିଲେ” କିମ୍ବା “ଈଶ୍ବର ଯୀଶୁଙ୍କ ନିମନ୍ତେ ସ୍ବର୍ଗ ଉନ୍ମୁକ୍ତ କଲେ” (ଦେଖ: rc://*/ta/man/translate/figs-activepassive)

coming down like a dove

ସାମ୍ଭାବିତ ଅର୍ଥ ଗୁଡିକ ୧) ଏହା ଏକ ସାଧାରଣ ବକ୍ତବ୍ୟ ଅଟେ ଯାହା ପବିତ୍ରଆତ୍ମା କପୋତ ରୁପରେ ଅବତରଣ କଲେ କିମ୍ବା ) ଏହା ଏକ ଉପମା ଅଟେ ଯାହା ପବିତ୍ରଆତ୍ମା ଯୀଶୁଙ୍କ ଉପରେ ଅଧିଷ୍ଠାନ କରିବାକୁ ତୁଳନା କରେ, ଯେପରିଭାବେ କପୋତ କରେ I (ଦେଖ: rc://*/ta/man/translate/figs-simile)