or_tn/mat/03/16.md

20 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ବାପ୍ତିଜକ ଯୋହନଙ୍କ ବିଷୟରେ ବିବରଣୀର ଅଂଶର ସମାପ୍ତି ଅଟେ I ଏହା ଯୀଶୁଙ୍କ ବାପ୍ତିସ୍ମ ପରେ କ”ଣ ସବୁ ଘଟିଲା ତାହା ବର୍ଣ୍ଣନା କରେ I
# After he was baptized
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବାପରେ” (ଦେଖ: [[rc://*/ta/man/translate/figs-activepassive]])
# behold
ଏଠାରେ “ଆଉ ଦେଖ” ଶବ୍ଦ ନିମ୍ନଲିଖିତ ଆଶ୍ଚର୍ଯ୍ୟଜନକ ସୂଚନା ଦେବା ନିମନ୍ତେ ଆମମାନଙ୍କ ଧ୍ୟାନ ଦେବାକୁ ସଚେତନ କରେ I
# the heavens were opened to him
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଯୀଶୁ ଆକାଶ ମୁକ୍ତହେବା ଦେଖିଲେ” କିମ୍ବା “ଈଶ୍ବର ଯୀଶୁଙ୍କ ନିମନ୍ତେ ସ୍ବର୍ଗ ଉନ୍ମୁକ୍ତ କଲେ” (ଦେଖ: [[rc://*/ta/man/translate/figs-activepassive]])
# coming down like a dove
ସାମ୍ଭାବିତ ଅର୍ଥ ଗୁଡିକ ୧) ଏହା ଏକ ସାଧାରଣ ବକ୍ତବ୍ୟ ଅଟେ ଯାହା ପବିତ୍ରଆତ୍ମା କପୋତ ରୁପରେ ଅବତରଣ କଲେ କିମ୍ବା ) ଏହା ଏକ ଉପମା ଅଟେ ଯାହା ପବିତ୍ରଆତ୍ମା ଯୀଶୁଙ୍କ ଉପରେ ଅଧିଷ୍ଠାନ କରିବାକୁ ତୁଳନା କରେ, ଯେପରିଭାବେ କପୋତ କରେ I (ଦେଖ: [[rc://*/ta/man/translate/figs-simile]])