or_tn/mat/01/25.md

702 B

he did not know her

ଏହା ଏକ ସ୍ପଷ୍ଟକ୍ତି ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ମରିୟମଙ୍କ ସହିତ ବୈବାହିକ ସମ୍ପର୍କ ରଖିଲେ ନାହିଁ” (ଦେଖ: rc://*/ta/man/translate/figs-euphemism)

to a son

ଏକ ପୁରୁଷ ଶିଶୁକୁ କିମ୍ବା “ତାହାର ପୁତ୍ରକୁ” I ଏହାକୁ ସ୍ପଷ୍ଟ କର ଯେ ଯୋଷେଫ ପ୍ରକୃତ ପିତାଭାବେ ଚିତ୍ରିତ ହୁଅନ୍ତି ନାହି I

Then he called his name Jesus

ଯୋଷେଫ ଶିଶୁର ନାମ ଯୀଶୁ ଦେଲେ