# he did not know her ଏହା ଏକ ସ୍ପଷ୍ଟକ୍ତି ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ମରିୟମଙ୍କ ସହିତ ବୈବାହିକ ସମ୍ପର୍କ ରଖିଲେ ନାହିଁ” (ଦେଖ: [[rc://*/ta/man/translate/figs-euphemism]]) # to a son ଏକ ପୁରୁଷ ଶିଶୁକୁ କିମ୍ବା “ତାହାର ପୁତ୍ରକୁ” I ଏହାକୁ ସ୍ପଷ୍ଟ କର ଯେ ଯୋଷେଫ ପ୍ରକୃତ ପିତାଭାବେ ଚିତ୍ରିତ ହୁଅନ୍ତି ନାହି I # Then he called his name Jesus ଯୋଷେଫ ଶିଶୁର ନାମ ଯୀଶୁ ଦେଲେ