or_tn/luk/24/51.md

1.3 KiB

Now it happened that

ଏହା ବାହାରି ଆସିଲା I ଏହା କାହାଣୀରେ ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-newevent)

while he was blessing them

ଯୀଶୁ ଯେତେବେଳେ ସେମାନଙ୍କର ମଙ୍ଗଳ କରିବା ନିମନ୍ତେ ଈଶ୍ୱରଙ୍କୁ ମାଗୁଥିଲେ

was carried up

ଯେହେତୁ ଲୂକ ବର୍ଣ୍ଣନା କରି ନାହାନ୍ତି ଯେ କିଏ ଯୀଶୁଙ୍କୁ ଉର୍ଦ୍ଧ୍ୱକୁ ନେଇଗଲା, ଆମ୍ଭେମାନେ ଜାଣୁନାହୁଁ ଯେ ସେହି ବ୍ୟକ୍ତି ଈଶ୍ୱର ଥିଲେ ନା ଜଣେ ବା ଅଧିକ ଦୂତମାନେ ଥିଲେ I ଯଦି ତୁମର ଭାଷାରେ ନିର୍ଦ୍ଧିଷ୍ଟ ଭାବରେ କିଏ ଯୀଶୁଙ୍କୁ ଉର୍ଦ୍ଧ୍ୱକୁ ନେଇଗଲା ବୋଲି କହିବାକୁ ହେବ, ତେବେ UST ଯେପରି କରେ ସେହିପରି “ଗଲେ” ଶବ୍ଦ ବ୍ୟବହାର କରିବା ଅଧିକ ଉତ୍ତମ ହେବ (ଦେଖ: rc://*/ta/man/translate/figs-activepassive)