or_tn/luk/24/51.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Now it happened that
ଏହା ବାହାରି ଆସିଲା I ଏହା କାହାଣୀରେ ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ I (ଦେଖ: [[rc://*/ta/man/translate/writing-newevent]])
# while he was blessing them
ଯୀଶୁ ଯେତେବେଳେ ସେମାନଙ୍କର ମଙ୍ଗଳ କରିବା ନିମନ୍ତେ ଈଶ୍ୱରଙ୍କୁ ମାଗୁଥିଲେ
# was carried up
ଯେହେତୁ ଲୂକ ବର୍ଣ୍ଣନା କରି ନାହାନ୍ତି ଯେ କିଏ ଯୀଶୁଙ୍କୁ ଉର୍ଦ୍ଧ୍ୱକୁ ନେଇଗଲା, ଆମ୍ଭେମାନେ ଜାଣୁନାହୁଁ ଯେ ସେହି ବ୍ୟକ୍ତି ଈଶ୍ୱର ଥିଲେ ନା ଜଣେ ବା ଅଧିକ ଦୂତମାନେ ଥିଲେ I ଯଦି ତୁମର ଭାଷାରେ ନିର୍ଦ୍ଧିଷ୍ଟ ଭାବରେ କିଏ ଯୀଶୁଙ୍କୁ ଉର୍ଦ୍ଧ୍ୱକୁ ନେଇଗଲା ବୋଲି କହିବାକୁ ହେବ, ତେବେ UST ଯେପରି କରେ ସେହିପରି “ଗଲେ” ଶବ୍ଦ ବ୍ୟବହାର କରିବା ଅଧିକ ଉତ୍ତମ ହେବ (ଦେଖ: [[rc://*/ta/man/translate/figs-activepassive]])