# Now it happened that ଏହା ବାହାରି ଆସିଲା I ଏହା କାହାଣୀରେ ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ I (ଦେଖ: [[rc://*/ta/man/translate/writing-newevent]]) # while he was blessing them ଯୀଶୁ ଯେତେବେଳେ ସେମାନଙ୍କର ମଙ୍ଗଳ କରିବା ନିମନ୍ତେ ଈଶ୍ୱରଙ୍କୁ ମାଗୁଥିଲେ # was carried up ଯେହେତୁ ଲୂକ ବର୍ଣ୍ଣନା କରି ନାହାନ୍ତି ଯେ କିଏ ଯୀଶୁଙ୍କୁ ଉର୍ଦ୍ଧ୍ୱକୁ ନେଇଗଲା, ଆମ୍ଭେମାନେ ଜାଣୁନାହୁଁ ଯେ ସେହି ବ୍ୟକ୍ତି ଈଶ୍ୱର ଥିଲେ ନା ଜଣେ ବା ଅଧିକ ଦୂତମାନେ ଥିଲେ I ଯଦି ତୁମର ଭାଷାରେ ନିର୍ଦ୍ଧିଷ୍ଟ ଭାବରେ କିଏ ଯୀଶୁଙ୍କୁ ଉର୍ଦ୍ଧ୍ୱକୁ ନେଇଗଲା ବୋଲି କହିବାକୁ ହେବ, ତେବେ UST ଯେପରି କରେ ସେହିପରି “ଗଲେ” ଶବ୍ଦ ବ୍ୟବହାର କରିବା ଅଧିକ ଉତ୍ତମ ହେବ (ଦେଖ: [[rc://*/ta/man/translate/figs-activepassive]])