or_tn/luk/24/08.md

8 lines
600 B
Markdown

# Connecting Statement:
ସ୍ତ୍ରୀ ଲୋକମାନେ ସମାଧି ଭିତରେ ଯାହା ସବୁ ଦେଖିଲେ ତାହା ଜଣାଇବାକୁ ପ୍ରେରିତମାନଙ୍କ ନିକଟକୁ ଗଲେ I
# they remembered his words
ଏଠାରେ “ବାକ୍ୟଗୁଡିକ” ଯୀଶୁ କହିଥିବା ଉକ୍ତିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯୀଶୁ ଯାହା କହିଥିଲେ ତାହସବୁ ସ୍ମରଣ କଲେ” (ଦେଖ: [[rc://*/ta/man/translate/figs-metonymy]])