# Connecting Statement: ସ୍ତ୍ରୀ ଲୋକମାନେ ସମାଧି ଭିତରେ ଯାହା ସବୁ ଦେଖିଲେ ତାହା ଜଣାଇବାକୁ ପ୍ରେରିତମାନଙ୍କ ନିକଟକୁ ଗଲେ I # they remembered his words ଏଠାରେ “ବାକ୍ୟଗୁଡିକ” ଯୀଶୁ କହିଥିବା ଉକ୍ତିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯୀଶୁ ଯାହା କହିଥିଲେ ତାହସବୁ ସ୍ମରଣ କଲେ” (ଦେଖ: [[rc://*/ta/man/translate/figs-metonymy]])